• Wed. Mar 18th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ସୋସିଆଲ ମିଡ଼ିଆ ରେ ଭୋ ଭୋ ହୋଇ କାନ୍ଦିଲେ ଲିଜା

Byodishri Live

Nov 22, 2025

-ଆଖି ଛଳ ଛଳ କରି ବାହୁନି ବାହୁନି କାନ୍ଦିଲେ ଲିଜା
-କାନ୍ଦି କାନ୍ଦି କହିଲେ ମୋ ଜୀବନ ପତି ବିପଦ ଅଛି
-କାନ୍ଦିଲେ କହିଲେ ମେଡ଼ିଆ ଭାଇ ମାନେ ମତେ କଲ କରନି ||

ହଁ ଦର୍ଶକ ବନ୍ଧୁ ଗତ କାଲି human ସାଗର ଟିମରେ ଆଙ୍କର ଭାବେ କାମ କରୁଥିବା ଲିଜା ଏବେ ସାମନାକୁ ଆସି ମ୍ୟାନେଜରଙ୍କ ବିରୋଧରେ ବର୍ଷିଛନ୍ତି । ସେ କହିଛନ୍ତି, ସ୍ୱାର୍ଥ ପାଇଁ ହ୍ୟୁମାନ ସାଗରଙ୍କୁ ମାରି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ହ୍ୟୁମାନଙ୍କ ସାଙ୍ଗରେ ଅନ୍ୟ ଟିମ୍ ସଦସ୍ୟମାନଙ୍କୁ କଥା କରାଇ ଦେଉନଥିଲେ ମ୍ୟାନେଜର୍ ।ହ୍ୟୁମାନଙ୍କ ସହ କେବଳ ପରମାନେଣ୍ଟ ସିଙ୍ଗରମାନଙ୍କୁ କଥା ହେବାକୁ ସୁଯୋଗ ଦେଉନଥିଲେ ମ୍ୟାନେଜର୍ । ଯେଉଁଠି ପ୍ରୋଗ୍ରାମ ହୁଏ, ଗ୍ରୀନ ରୁମରେ ହ୍ୟୁମାନଙ୍କ ପାଖରେ ଆଉ କେବଳ ଗୋଟିଏ ଚେୟାର ପଡିଥାଏ । ବରଗଡ଼ ଷ୍ଟେଜରେ ଲିଜା ଗୋଟିଏ ମିମିକ୍ରି କରିଥିଲେ ବୋଲି କହିଛନ୍ତି । ସେହି ମିମିକ୍ରି ପରେ ଭଲ ହୋଇଛି ବୋଲି କହି ନିଜେ ହ୍ୟୁମାନ ଆସି ହାଣ୍ଡଶେକ୍ କଲେ, କାମ ବହୁତ ବଢ଼ିଆ ଲାଗିଲା ବୋଲି କହିଲେ । ତା ପରେ କଣ ଚକ୍ରାନ୍ତ ହେଲା, ତା ପରେ ମୁଁ ଆଉ ଟିମରେ ନାହିଁ ବୋଲି ଜାଣିଥିଲେ ଲିଜା ।

ମ୍ୟାନେଜର ଲିଜାଙ୍କୁ ପରେ ଏହା ଜଣାଇଥିଲେ । ଏହା ଜାଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗୋଟିଏ ଟିମ୍ ହ୍ୟୁମାନ ସାଗରଙ୍କୁ କବ୍ଜା କରି ରଖିଥିଲେ ବୋଲି କହିଛନ୍ତି ଲିଜା। ଏହା ପରେ ଲିଜା ସେ ଟିମରୁ ଦୂରେଇ ଯାଇଥିଲେ । କିନ୍ତୁ ଏବେ ଯେତେବେଳେ ମ୍ୟାନେଜର ଜଣକ ହ୍ୟୁମାନ ସାଗରଙ୍କ ମାଆଙ୍କୁ ଗାଳି ଦେଉଥିବାର ଲିଜା ଦେଖିଲେ, ତାଙ୍କ ରକ୍ତ ଗରମ୍ ହୋଇଗଲା ସେ କହିଛନ୍ତି । ମ୍ୟାନେଜର ପାଖରେ ମାନବିକତା ବୋଲି କିଛି ନାହିଁ । ନିଜର ସ୍ୱାର୍ଥ ପାଇଁ human ସାଗର ଙ୍କୁ ବ୍ୟବହାର କରି କରି ମାରିଦେଲ ବୋଲି ଅଭିଯୋଗ କରିଥିଲେ ଲିଜା । ଅଭିଯୋଗ ପରେ ହଟାତ ଆଜିର ଆସି ନିଜ ଜୀବନ ପ୍ରତି ବିପଦ ଥିବା କଥା କାନ୍ଦି କାନ୍ଦି କହିବା ସହ ତାଙ୍କ ଉପରେ ଚାପ ପକଉଥିବା କଥା ମଧ୍ୟ କହିଛନ୍ତି, ତେବେ ଏଠି ପ୍ରଶ୍ନ ଉଠୁଛି ଲିଜା କୁ କିଏ ମିଡ଼ିଆ ରେ ମୁହଁ ନ ଖୁଲିବାକୁ ଦେଉଛନ୍ତି ଧମକ, ପୁଳା ପୁଳା ଅଭିଯୋଗ human ସାଗର ଙ୍କ manger ଙ୍କ ନା ରେ କିନ୍ତୁ ଏ ଯାଏଁ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି

Spread the love

Leave a Reply

Your email address will not be published. Required fields are marked *