• Thu. Mar 19th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଅଲଗା ହୋଇ ଗଲା ମୁଣ୍ଡ ଗଣ୍ଡି

କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ସ୍ଥିତ ୱାର୍ଡ ନମ୍ବର 6 ଏମଇ ସ୍କୁଲ ପଡାର ନେପାଳ ମାଝୀ (20) ନାମକ ଜଣେ ଯୁବକ ଟ୍ରେନ ରେ କଟି ସୋମବାର ସକାଳେ ମୃତ୍ୟୁ ବରଣ କରିଛନ୍ତି.ସମ୍ବଲପୁର ଡିଭିଜନ ଅନ୍ତର୍ଗତ କlଣ୍ଡେଲ ରୋଡ ରେଳ ଷ୍ଟେସନ ରୁ 1 କିମି ଦୂରରେ ଟ୍ରେନ ରେ କଟି 2 ଗୋଡ ହୋଇ ଯାଇଛି ନେପାଳ ଙ୍କ ମୃତ ଦେହ. ବର୍ତମାନ ସୁଦ୍ଧା ଟିଟିଲାଗଡ଼ ରେଲୱେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି.କାହିଁକି ଯୁବକ ମୃତ୍ୟୁ ଘଟିଛି. ତାହାର ତଦନ୍ତ ଆରମ୍ଭ କରିଛି.ଟିଟିଲାଗଡ଼ ରେଳୱେ ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଂଚି ଥିବା ବେଳେ ପରିବାର ଲୋକେ ମଧ୍ୟ୍ୟ ପହଂଚି ଛନ୍ତି.ଏ ସଂକ୍ରାନ୍ତରେ ଏ ଏସ ଆଇ କେ. ବି. ଶ୍ରୀ ନିବାସ ରାଓଙ୍କୁ ପଚାରିବାରୁ ତଦନ୍ତ ଚାଲିଛି.ମୃତ ଦେହ ବ୍ୟବଛେଦ ପରେ
ପ୍ରକୃତ କଥା ଜଣା ପଡିବ ବୋଲି ପ୍ରକାଶ କରି ଛନ୍ତି ।

Spread the love

Leave a Reply

Your email address will not be published. Required fields are marked *