• Wed. Mar 18th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

(ଏଫ ପି ଆଇ ସି) ପ୍ରକ୍ରିୟା ସଂକ୍ରାନ୍ତରେ ଗୋଷ୍ଟି ବୈଠକ ନାଁ ରେ ଲକ୍ଷ୍ୟାଧିକ ମହା ଦୁର୍ନୀତି

Byodishri Live

Jan 11, 2026

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମଙ୍ଗଳପୁର ଠାରେ ଆଜି ଏଫ ପି ଆଇ ସି ପ୍ରକ୍ରିୟା ବୈଠକ ହୋଇ ଥିଲା କେବଳ ଲୋକ ଦେଖାଣିଆ ବୋଲି ଅଭିଯୋଗ ହେଉଛି. ଲୋକଙ୍କ ଅଭିଯୋଗ ଅନୁସାରେ ଚୌକି, ଷ୍ଟାଣ୍ଡ ପାଇଁ ପଇସା ଦିଆ ଯାଇ ଥିଲା. ପଇସା ଖାଇଲା କିଏ. କୃଷକ ସାଥି ନାଁ ଆଓ କିଏ ଏଠି ପ୍ରଶ୍ନ ବାଛି ସୃଷ୍ଟି ହେଉଛି ଯେ ଯେ କୌଣସି ମିଟିଙ୍ଗ ହେବା ପୂର୍ବରୁ ସରକାରଙ୍କ ନିୟମାବଳୀ ଅନୁଯାୟୀ ଗୋଟିଏ ଵିଜ୍ଞାପନ ରହିବା କଥା.ଲୋକଙ୍କ ମାନଙ୍କ ପାଇଁ ଭୋଜି ର ଆୟୋଜନ ହୋଇ ଥିଲା ଭାତ ଅଭାବ ହେଲା ବୋଲି ଲୋକ ମାନଙ୍କ ଭିତରେ ପାଟି ତୁଣ୍ଡ ଚାଲିଲା. ଏଠି ଭୋଜି ପାଇଁ ପଇସା ଆସି ଥିଲା. ପଇସା ଖାଇଲା କିଏ. ପ୍ରଶାସନ ନା କୃଷକ ସାଥି. ସରକାର କା ମାଳ. ଦରିୟା ମେ ଡାଳ. ଚାଷ ଓ ଚାଷୀଙ୍କ ପାଇଁ ଆସିଥିବା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଅନୁଦାନ କୁ ବିଭାଗ ପାଣି ଭଳି ଖର୍ଚ୍ଚ କରୁ ଥିବା ବେଳେ ଚାଷୀ ଉପକୃତ ହୋଇ ପାରୁ ନାହାନ୍ତି.ଅନେକ ପ୍ରକଳ୍ପ ନିମ୍ନ ମାନର କାର୍ଯ୍ୟର ସମ୍ପାଦନ ହେଉ ଥିବା ବେଳେ ମାଳା ମାଳ ମିଥ୍ୟା ବିଲ କରା ଯାଇଛି.ଆଜି ଲୋକଙ୍କୁ ଠୁଳ କରି ବଡ଼ ବଡ଼ ବାବୁ ମାନେ ବଡ଼ ବଡ଼ ଭାଷଣ ଦେଉ ଥିବା ବେଳେ ସବୁ ଯୋଜନା ଆଉ ବ୍ୟବସ୍ଥା ବାଟ ବଣା ହେଉଛି.ଏ ଦିଗରେ ଏକ ଭିଜିଲାନ୍ସ ତଦନ୍ତ ହେଲେ ଅସଲ ସତ୍ୟ ଜଣା ପଡିବ.ଏଫ ପି ଆଇ ସି ନାଁ ରେ ନାଁ ରେ କେବଳ ଏହା ଲୋକ ଦେଖାଣିଆ ଓ ଲୋକଙ୍କୁ ଧୂଆଁ ଭୁଲା ଯାଉଛି ବୋଲି ଅନେକ ଲୋକ ଅଭିଯୋଗ କରିଛନ୍ତି.ବାବୁ ମାନେ ଅଫିସ ରେ ବସି ବିଲ କରୁ ଥିବା ବେଳେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇ ଚାଲିଛି.କେବେ ଏହା ଉପରେ ରୋକ ଲାଗିବ ତାହା ଦେଖିବାକୁ ବାକି ରହିଲା. କଳାହାଣ୍ଡି ଜିଲ୍ଲା ରୁ କ୍ରିଷ୍ଣା ନାଗ ଙ୍କ ରିପୋର୍ଟ odisri live

Spread the love

Leave a Reply

Your email address will not be published. Required fields are marked *