• Wed. Mar 18th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କୁ ସାକ୍ଷାତ କଲେ କଳାହାଣ୍ଡି ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷକ ସଂଘ

ByAdmin

Nov 19, 2025

କଳାହାଣ୍ଡି : କଳାହାଣ୍ଡି ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷକ ସଂଘ ତରଫରୁ କଳାହାଣ୍ଡି ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ ପାୱ।ର ସଚିନ ପ୍ରକାଶଙ୍କୁ ଏକ ସୈ।ଜନ୍ୟ ମୁଳକ ସାକ୍ଷାତକରିଥିଲେ ଓ ନିଜ ଆଭିମୁଖ୍ୟ ଉଦ୍ଦେଶ୍ୟ ସମ୍ଵନ୍ଧରେ ଆଲୋଚନା କରିଥିଲେ। ଶିକ୍ଷକଙ୍କ ସମସ୍ୟା ଓ ଆସୁ ସମାଧାନ ନିମନ୍ତେ ଆପ୍ପତି କରିଥିଲେ। ଜିଲ୍ଲାପାଳ ମଧ୍ୟ ସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହିସମୟରେ ଜିଲ୍ଲା ସଙ୍ଘର ସଭାପତି କାମଦେବ ବେଶ୍ରା ଜିଲ୍ଲା ମହାସଚିବ ବରିଷ୍ଟ ଭୋଇ ଉପସଭାପତି ଶ୍ୟାମସୁନ୍ଦର ଦୁରିଆ, ଉପ ସଭାନେତ୍ରୀ ପୁଷ୍ପଲତା ବାଗ ତଥା ଜିଲ୍ଲା କର୍ମକର୍ତ୍ତା ଭୋଜରାଜ ମାଝୀ, ତ୍ରିଲୋଚନ ବାଗ, କଦମ୍ବ ନାଏକ, ସନ୍ତୋଷ ନାଏକ, ରୋମାଞ୍ଜି ଧାରୁଆ, ଅପୁର୍ବ ତାଣ୍ଡି, ମିନତି ନାଏକ, ସରୋଜିନୀ କୁମ୍ଭାର ପ୍ରମୁଖ ଉପସ୍ଥିତଥିଲେ।

କଳାହାଣ୍ଡି ରୁ କ୍ରିଷ୍ଣା ନାଗ ଙ୍କ ରିପୋର୍ଟ

Spread the love

By Admin

Leave a Reply

Your email address will not be published. Required fields are marked *