ତିହିଡ଼ିରେ ଠିପି ଖୋଲା ମଦ ବାର୍କୁ ତୀବ୍ର ବିରୋଧ
ତିହିଡ଼ି, ଭଦ୍ରକ (ଓଡ଼ିଶ୍ରୀ ସମ୍ବାଦ): ତିହିଡ଼ି ଅଞ୍ଚଳରେ ପ୍ରସ୍ତାବିତ ଠିପି ଖୋଲା ମଦ ବାର୍କୁ ନେଇ ଅସନ୍ତୋଷ ତୀବ୍ର ହୋଇଛି। ଏହାକୁ ବିରୋଧ କରି ହଳଦିଆ ସେନା…
ତିହିଡ଼ି, ଭଦ୍ରକ (ଓଡ଼ିଶ୍ରୀ ସମ୍ବାଦ): ତିହିଡ଼ି ଅଞ୍ଚଳରେ ପ୍ରସ୍ତାବିତ ଠିପି ଖୋଲା ମଦ ବାର୍କୁ ନେଇ ଅସନ୍ତୋଷ ତୀବ୍ର ହୋଇଛି। ଏହାକୁ ବିରୋଧ କରି ହଳଦିଆ ସେନା…
କେନ୍ଦ୍ରାପଡ଼ା, (ଓଡ଼ିଶ୍ରୀ ସମ୍ବାଦ): ପାଗରେ ସାମାନ୍ୟ ସୁଧାର ଆସିବା ପରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀ ପୂଜାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ବାତ୍ୟା ‘ଅର୍ଣ୍ଣବ’ର…
ଧର୍ମଶାଳା (ଓଡ଼ିଶ୍ରୀ ସମ୍ବାଦ): ଦିନେ ଥିଲା ଗାଁର ଗର୍ବ। ବ୍ରିଟିଶ୍ ଅମଳରୁ ଲୋକଙ୍କ ସୁଖଦୁଃଖର ଚିଠି ଓ ବାର୍ତ୍ତା ବହନ କରୁଥିବା ମଧୁପୁରଗଡ଼ ଡାକଘର ଆଜି ନିଜେ…
ଧର୍ମଶାଳା (ଓଡ଼ିଶ୍ରୀ ସମ୍ବାଦ): ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ। ଏହି…
ରେଢ଼ାଖୋଲ, (ଓଡ଼ିଶ୍ରୀ ସମ୍ବାଦ): ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ସହର ମଧ୍ୟରେ ଥିବା ଜାତୀୟ ରାଜପଥ-୫୫ର ପ୍ରାୟ ୬ କିଲୋମିଟର ରାସ୍ତା ନିର୍ମାଣ ଓ ମରାମତିକୁ ନେଇ ଅସନ୍ତୋଷ…
ଧର୍ମଶାଳା (ଓଡ଼ିଶ୍ରୀ ସମ୍ବାଦ): ଗରିବ, ଅସହାୟ ଓ ଅବହେଳିତ ପରିବାରଙ୍କୁ ସହାୟତାର ହାତ ବଢ଼ାଇଛି ଅଂଶୁମାନ ମେମୋରିଆଲ ଟ୍ରଷ୍ଟ। ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜାରକା…
ଖଲ୍ଲିକୋଟ, (ଓଡ଼ିଶ୍ରୀ ସମ୍ବାଦ): ଖଲ୍ଲିକୋଟର ପ୍ରାଚୀନ ଶ୍ରୀଜଗନ୍ନାଥ ମନ୍ଦିରର ସିଂହଦ୍ୱାର ନିକଟ ଗମ୍ଭୀରା ଉପରୁ ଏକ ବିଶାଳ ପଥର ଖସିପଡ଼ିଥିବା ଦେଖିବାକୁ ମିଳିଛି। ଏହାର ପୂର୍ବଦିନ ମଧ୍ୟ…
ବଡ଼ଚଣା, (ଓଡ଼ିଶ୍ରୀ ସମ୍ବାଦ):ଯାଜପୁର ଜିଲ୍ଲାର ବଡ଼ଚଣା ଓ ମାହାଙ୍ଗା ବ୍ଲକ ସୀମାନ୍ତରେ ଥିବା ବାଲିଚନ୍ଦ୍ରପୁର–ଲଳିତଗିରି ପୂର୍ତ୍ତ ବିଭାଗ ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ…
ରେଢ଼ାଖୋଲ, (ଓଡ଼ିଶ୍ରୀ ସମ୍ବାଦ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ବଡ଼ମାଳ ପଞ୍ଚାୟତର ବଡ଼ମାଳ ଉପସ୍ୱାସ୍ଥ୍ୟ କେନ୍ଦ୍ରରୁ ଦୀର୍ଘ ଦିନ ହେବ ୧୦୮ ଆମ୍ବୁଲାନ୍ସ ସେବା ପ୍ରତ୍ୟାହାର…
ଧର୍ମଶାଳା/ଯାଜପୁର (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ କଳଣ ମଧୁପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ…