• Sun. Nov 8th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

odishri Live

  • Home
  • ଗଙ୍ଗନଗର ଯୁବ ପରିଷଦ ପକ୍ଷରୁ ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଆୟୋଜିତ

ଗଙ୍ଗନଗର ଯୁବ ପରିଷଦ ପକ୍ଷରୁ ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଆୟୋଜିତ

ଭୁବନେଶ୍ୱର, (ଓଡ଼ିଶ୍ରୀ ସମ୍ବାଦ): ଭୁବନେଶ୍ୱର ୟୁନିଟ୍‌-୬ ନିକଟସ୍ଥ ଗଙ୍ଗନଗର ଯୁବ ପରିଷଦ ପକ୍ଷରୁ ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଧାର୍ମିକ ଉତ୍ସାହ ଓ ଭକ୍ତିମୟ ପରିବେଶରେ ପାଳିତ…

ତିନି ଲୁଟେରାଙ୍କୁ କାବୁ କଲା ପୁଲିସ

ସୁନା ଅଳଙ୍କାର ସମେତ ୬ଟି ବାଇକ୍‌ ଜବତ ଭଞ୍ଜନଗର, (ଓଡ଼ିଶ୍ରୀ ସମ୍ବାଦ): ପରିବା ବ୍ୟବସାୟୀଙ୍କୁ ଲୁଟ୍‌ କରିବା ଉଦ୍ଦେଶ୍ୟରେ ଯୋଜନା କରୁଥିବା ଅଭିଯୋଗରେ ତିନି ଜଣଙ୍କୁ କାବୁ…

ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ବୈକୁଣ୍ଠ ନାଥ ଦାଶଙ୍କ ପରଲୋକ

କଣ୍ଟାବାଞ୍ଜି, (ଓଡ଼ିଶ୍ରୀ ସମ୍ବାଦ): କଣ୍ଟାବାଞ୍ଜି ଅଞ୍ଚଳର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ବୈକୁଣ୍ଠ ନାଥ ଦାଶଙ୍କ ୮୪ ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ…

ଘର ପୋଡ଼ିଦେଲେ ଜ୍ୱାଇଁ!

ଭଣ୍ଡାରିପୋଖରୀ, (ଓଡ଼ିଶ୍ରୀ ସମ୍ବାଦ): ଘରୋଇ ବିବାଦକୁ କେନ୍ଦ୍ର କରି ଶ୍ୱଶୁର ଘର ସମ୍ମୁଖରେ ନିଆଁ ଲଗାଇବା ଅଭିଯୋଗ ହୋଇଛି। ଏନେଇ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ…

ଯଦୁମଣି ବାରିକ ପୁଣି ଥରେ କେନ୍ଦୁଝର ଜିଲ୍ଲା ପଛୁଆବର୍ଗ କଂଗ୍ରେସ ସେଲ୍‌ର ଅଧ୍ୟକ୍ଷ

କେନ୍ଦୁଝର, (ଓଡ଼ିଶ୍ରୀ ସମ୍ବାଦ): ବରିଷ୍ଠ କଂଗ୍ରେସ ନେତା, ଚମ୍ପୁଆର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା କେନ୍ଦୁଝର ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଯଦୁମଣି ବାରିକ ପୁଣି…

ଫୁଲବାଣୀରେ ବିଜେପିକୁ ଝଟକା! ଦୁଇ ଛାତ୍ର ସଂସଦ ବିଜୁ ଛାତ୍ର ଜନତା ଦଳ ହାତରେ

ସାଂସଦ-ବିଧାୟକଙ୍କ ମଧ୍ୟରେ ଶୀତଳ ଯୁଦ୍ଧକୁ ନେଇ ଚର୍ଚ୍ଚା, ଏବିଭିପିର ପରାଜୟକୁ ନେଇ ରାଜନୈତିକ ମହଲରେ ଆଲୋଚନା ଫୁଲବାଣୀ, (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଛାତ୍ର…

ଦୂତୀପଡ଼ା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ସୁରଭି ମହୋତ୍ସବ, ଜିଲ୍ଲାସ୍ତର ପାଇଁ ମନୋନୀତ ହେଲେ କୃତୀ ପ୍ରତିଯୋଗୀ

ଖଜୁରିପଡ଼ା, (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ଦୂତୀପଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ସୁରଭି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ…

ସର୍ଗୁଲମାଲପଡ଼ା ପଞ୍ଚାୟତରେ ମନରେଗା କାର୍ଯ୍ୟକୁ ନେଇ ଅନିୟମିତତା ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ଭବାନୀପାଟଣା, (ଓଡ଼ିଶ୍ରୀ ସମ୍ବାଦ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସର୍ଗୁଲମାଲପଡ଼ା ଗ୍ରାମ ପଞ୍ଚାୟତରେ ୨୦୨୪-୨୫ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ହୋଇଥିବା ଜମି ମରାମତି କାର୍ଯ୍ୟକୁ…

ଡକ୍ଟର ବ୍ରଜମୋହନ ରାମ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ

(ଓଡ଼ିଶ୍ରୀ ସମ୍ବାଦ): ଉତ୍କୃଷ୍ଟ କଳାର ପ୍ରଦେଶ ଓଡ଼ିଶାର ୩୮ତମ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଖ୍ୟାତ ରାଜନୀତିଜ୍ଞ, ଶ୍ରୀରାମ ଭକ୍ତ ତଥା ସମାଜ ସଂସ୍କାରକ ଡକ୍ଟର ବ୍ରଜମୋହନ…

ଲୋକବନ୍ଧୁ ସଂଗ୍ରାମୀ ଜଗନ୍ନାଥ କରଙ୍କ ୧୨୨ତମ ଜୟନ୍ତୀ ସମାରୋହ ପାଳିତ

ମାହାଙ୍ଗା, (ଓଡ଼ିଶ୍ରୀ ସମ୍ବାଦ): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଗାନ୍ଧୀବାଦୀ ନେତା ତଥା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ଲୋକବନ୍ଧୁ ଜଗନ୍ନାଥ କରଙ୍କ…