• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

odishri Live

  • Home
  • ଶିଶୁଭବନ-ମାଉସୀମା ଓଭରବ୍ରିଜ୍‌ ଗୁଳିକାଣ୍ଡ ଓ ହତ୍ୟା ମାମଲା: ୯ ଅଭିଯୁକ୍ତ ଗିରଫ

ଶିଶୁଭବନ-ମାଉସୀମା ଓଭରବ୍ରିଜ୍‌ ଗୁଳିକାଣ୍ଡ ଓ ହତ୍ୟା ମାମଲା: ୯ ଅଭିଯୁକ୍ତ ଗିରଫ

୭.୬୫ ଏମ୍‌ଏମ୍‌ ପିସ୍ତଲ, ଗୁଳି ଓ ଖାଲି କାର୍ଟ୍ରିଜ୍‌ ଜବତ; ଅପରାଧରେ ବ୍ୟବହୃତ ସ୍କୁଟର ମଧ୍ୟ ପୋଲିସ କବ୍‌ଜାରେ ଭୁବନେଶ୍ୱର (ଓଡ଼ିଶ୍ରୀ ସମ୍ବାଦ): ରାଜଧାନୀ ଭୁବନେଶ୍ୱରର ଶିଶୁଭବନ-ମାଉସୀମା…

ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟା କ୍ଷୟକ୍ଷତି ଆକଳନ କଲା କେନ୍ଦ୍ରୀୟ ଟିମ୍

ସ୍ଥାୟୀ ପ୍ରତିକାର ଓ ପୁନର୍ନିର୍ମାଣ ପାଇଁ କେନ୍ଦ୍ରୀୟ ସହାୟତା ଲୋଡ଼ିଲେ ମୁଖ୍ୟମନ୍ତ୍ରୀ; ରିପୋର୍ଟ ପାଇଁ ଲାଗିବ ୭ରୁ ୮ ଦିନ ଭୁବନେଶ୍ୱର (ଓଡ଼ିଶ୍ରୀ ସମ୍ବାଦ): ବାତ୍ୟା ‘ଅର୍ଣ୍ଣବ’…

ଅଙ୍ଗନବାଡ଼ି କେନ୍ଦ୍ରଠାରୁ ୫ କି.ମି. ଦୂରରେ ବଡ଼ପାଟି ଗାଁ: ପାଠପଢ଼ାରୁ ବଞ୍ଚିତ ୧୫ ଶିଶୁ!

ଗାଁରେ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ଦାବି; ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ମହିଳା ରେଢ଼ାଖୋଲ, (ଓଡ଼ିଶ୍ରୀ ସମ୍ବାଦ): ଗ୍ରାମାଞ୍ଚଳର ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷା ସହ ଗର୍ଭବତୀ ମହିଳା…

ଷଷ୍ଠ ଦିନରେ ଗିଡ଼ିପାବାଲି ଉଦ୍ଧାର କାର୍ଯ୍ୟ: ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର

ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଏବେ ବି ୬ ଜଣ ନିଖୋଜ; ଘଟଣାସ୍ଥଳରେ ଅନ୍ତିମ ସଂସ୍କାର ଫୁଲବାଣୀ (ଓଡ଼ିଶ୍ରୀ ସମ୍ବାଦ): ଗିଡ଼ିପାବାଲି ଅଞ୍ଚଳରେ ଚାଲିଥିବା ଉଦ୍ଧାର କାର୍ଯ୍ୟର…

ନିର୍ମାଣାଧୀନ ମ୍ୟାରେଜ୍‌ ପ୍ୟାଲେସ୍‌ରେ ଅଘଟଣ: ମୁଣ୍ଡରେ ଲୁହା ଛଡ଼ ପଡ଼ି ଶ୍ରମିକଙ୍କ ମୃତ୍ୟୁ

କଣ୍ଟାବାଞ୍ଜିରେ ଚାରି ମହଲା ଉପରୁ ଖସିଲା ଲୁହା ଛଡ଼; ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ ବଲାଙ୍ଗୀର/କଣ୍ଟାବାଞ୍ଜି (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଏକ ନିର୍ମାଣାଧୀନ…

ଆଙ୍ଗୁଳିଆ ବିସ୍ଥାପିତ କଲୋନୀରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଭୂତକୋଠୀ ପାଲଟିଛି ଏଏନ୍‌ଏମ୍‌ କେନ୍ଦ୍ର!

କୋଠା ନିର୍ମାଣ ହୋଇଛି, ନାହାନ୍ତି ସ୍ୱାସ୍ଥ୍ୟକର୍ମୀ; ଗର୍ଭବତୀ ମହିଳା ଓ ଶିଶୁଙ୍କୁ ମିଳୁନି ନିୟମିତ ସେବା କେନ୍ଦୁଝର, (ଓଡ଼ିଶ୍ରୀ ସମ୍ବାଦ): ବିସ୍ଥାପିତ ପରିବାରଙ୍କ ଥଇଥାନ ଓ ମୌଳିକ…

ଆନନ୍ଦପୁର ଉପଖଣ୍ଡରେ ବାଲି ଚୋରା କାରବାର ଅଭିଯୋଗ: ନୂଆ ଉପାୟରେ ଚାଲିଛି ଚାଲାଣ!

ଟୁକୁଣା ଓ ଆଖପାଖ ଅଞ୍ଚଳରେ ବେଆଇନ ବାଲି ଉତ୍ତୋଳନ ନେଇ ଅଭିଯୋଗ; ରାଜସ୍ୱ ହାନି ଓ ପରିବେଶ କ୍ଷତିକୁ ନେଇ ଚିନ୍ତା କେନ୍ଦୁଝର, (ଓଡ଼ିଶ୍ରୀ ସମ୍ବାଦ): କେନ୍ଦୁଝର…

ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ଶୈଳେଶ ମିଶ୍ରଙ୍କ ହ୍ୟାଟ୍ରିକ୍‌

ଲଗାତାର ତୃତୀୟ ଥର ପୁରସ୍କୃତ; ଶାରୀରିକ ଶିକ୍ଷା ସହ କ୍ରୀଡ଼ା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ରହିଛି ଅବଦାନ ଚଣ୍ଡିଖୋଲ, (ଓଡ଼ିଶ୍ରୀ ସମ୍ବାଦ): ଶିକ୍ଷାଦାନ ସହ କ୍ରୀଡ଼ା…

ମେଘା ପ୍ରକଳ୍ପ ପାଣି ଟାଙ୍କି ନିର୍ମାଣ ଆରମ୍ଭରୁ ବିବାଦ: PCC କାମର ଗୁଣବତ୍ତାକୁ ନେଇ ପ୍ରଶ୍ନ

କାଦୁଅ ଉପରେ ଢଳେଇ ଓ ବାଲି ବ୍ୟବହାର ଅଭିଯୋଗ; ନିର୍ମାଣସ୍ଥଳରେ ନାହିଁ ସୂଚନା ଫଳକ କୋକସରା, (ଓଡ଼ିଶ୍ରୀ ସମ୍ବାଦ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଅନ୍ତର୍ଗତ ଖୁଣ୍ଟିଆ…

ବାଗଲପୁର ବିଦ୍ୟାଳୟରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଟେଷ୍ଟ ପେପର ବଣ୍ଟନ

ଦଶମ ବୋର୍ଡ ପରୀକ୍ଷା ପ୍ରସ୍ତୁତି ପାଇଁ ପୁରାତନ ଛାତ୍ରଙ୍କ ପ୍ରୟାସ; ୧୨ ଜଣ ଛାତ୍ରଛାତ୍ରୀ ହେଲେ ଉପକୃତ ବାଲିପାଟଣା (ଓଡ଼ିଶ୍ରୀ ସମ୍ବାଦ): ଶିକ୍ଷାର ବିକାଶ ଓ ମେଧାବୀ…