• Sun. Nov 8th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

odishri Live

  • Home
  • ମାଲକାନଗିରିରୁ ଛତିଶଗଡ଼ ଯାଉଥିଲା ୨୪୫ କେଜି ଗଞ୍ଜେଇ

ମାଲକାନଗିରିରୁ ଛତିଶଗଡ଼ ଯାଉଥିଲା ୨୪୫ କେଜି ଗଞ୍ଜେଇ

ମାଲକାନଗିରି, (ଓଡ଼ିଶ୍ରୀ ସମ୍ବାଦ): ମାଲକାନଗିରିରୁ ଛତିଶଗଡ଼କୁ ଚୋରାଚାଲାଣ ହେଉଥିବା ୨୪୫ କେଜି ଗଞ୍ଜେଇକୁ ଛତିଶଗଡ଼ର ଗୋରେଲା-ପେଣ୍ଡ୍ରା-ମରୱାହି ଜିଲ୍ଲା ପୁଲିସ ଜବତ କରିଛି। ଏହି ଘଟଣାରେ ବସ୍‌ ମାଲିକ…

ମାଲକାନଗିରି ସିଡିଏମଓ ଭାବେ ଦାୟିତ୍ୱ ନେଲେ ଡାକ୍ତର ମାନସ ରଞ୍ଜନ ପଣ୍ଡା

ମାଲକାନଗିରି, (ଓଡ଼ିଶ୍ରୀ ସମ୍ବାଦ): ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ) ଭାବେ ଡାକ୍ତର ମାନସ ରଞ୍ଜନ ପଣ୍ଡା ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ…

ମାଲକାନଗିରିରେ ୧୭ ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ

ମାଲକାନଗିରି, (ଓଡ଼ିଶ୍ରୀ ସମ୍ବାଦ): ମାଲକାନଗିରି ଜିଲ୍ଲାର ଯୁବକ-ଯୁବତୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ସହ ନିଯୁକ୍ତିର ସୁଯୋଗ ପ୍ରଦାନ ଲକ୍ଷ୍ୟରେ ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳଙ୍କ…

ଦସ୍ତଖତ କରି ବିଦ୍ୟାଳୟ ବାହାରେ ପ୍ରଧାନ ଶିକ୍ଷକ, ତଦନ୍ତ ଦାବି

ରାଜକନିକା, (ଓଡ଼ିଶ୍ରୀ ସମ୍ବାଦ): ରାଜକନିକା ବ୍ଲକ ଅନ୍ତର୍ଗତ ଓଲାଭର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଳୟ ସମୟରେ ଅନୁପସ୍ଥିତ ରହିବା ନେଇ ଅଭିଯୋଗ ଉଠିଛି। ଏନେଇ ଶିକ୍ଷା…

ଯୁବକଙ୍କ ମୃତଦେହ ଉଦ୍ଧାର

ମୁରିବାହାଲ, (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ଅନ୍ତର୍ଗତ ମାକ୍ରିପଡ଼ା ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଶିଆଳଝୁଣଙ୍ଗି ନିକଟସ୍ଥ ଏକ କାଜୁ ବଗିଚାରୁ…

ଦୁଃସାହସିକ ପାରାଜମ୍ପିଂରେ ବିଶ୍ୱଜିତଙ୍କ କୃତିତ୍ୱ

ବରୀ, (ଓଡ଼ିଶ୍ରୀ ସମ୍ବାଦ): ବରୀ ବ୍ଲକ ଗୋଳକୁଣ୍ଡ ଗ୍ରାମର ପାରାଟ୍ରୁପର୍ସ ବିଶ୍ୱଜିତ ଜେନା ଦୁଃସାହସିକ ପାରାଜମ୍ପିଂ ଓ ସ୍କାଏଡାଇଭିଂରେ କୃତିତ୍ୱ ଅର୍ଜନ କରି ଅଞ୍ଚଳ ପାଇଁ ଗୌରବ…

ବରୀ କଂଗ୍ରେସର ପ୍ରସ୍ତୁତି ବୈଠକ

ବରୀ, (ଓଡ଼ିଶ୍ରୀ ସମ୍ବାଦ): ବରୀ ନିର୍ବାଚନମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ସୋମବାର ହଳଦିବସନ୍ତ ଗ୍ରାମସ୍ଥିତ କଲ୍ୟାଣ ମଣ୍ଡପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବରୀ ବ୍ଲକ…

ବରିଷ୍ଠ ସରକାରୀ ଓକିଲ ଜୟଦେବ ପୁରୋହିତଙ୍କ ପରଲୋକ

ମୁରିବାହାଲ, (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜେଏମ୍‌ଏଫ୍‌ସି କୋର୍ଟର କାର୍ଯ୍ୟରତ ବରିଷ୍ଠ ସରକାରୀ ଓକିଲ ଜୟଦେବ ପୁରୋହିତଙ୍କ ୬୩ ବର୍ଷ ବୟସରେ ପରଲୋକ ଘଟିଛି।…

କଣିହାଁରେ ‘ସେବା ସେତୁ’ ଶିବିର

କଣିହାଁ, (ଓଡ଼ିଶ୍ରୀ ସମ୍ବାଦ): ସରକାରୀ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ବିଭିନ୍ନ ଜନକଲ୍ୟାଣକାରୀ ସେବାକୁ ଗୋଟିଏ ଛାତ ତଳେ ଉପଲବ୍ଧ କରାଇବା ଲକ୍ଷ୍ୟରେ ସୋମବାର…