• Sun. Nov 8th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

Trending

ଇରମ୍ ସହିଦ ପୀଠକୁ ପଠାଗଲା କଳାମାଟିଆ ସହିଦ ପୀଠର ମାଟି

ବରୀ (ଓଡ଼ିଶ୍ରୀ ସମ୍ବାଦ): ଭଦ୍ରକ ଜିଲ୍ଲା ଇରମ୍‌ଠାରେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ସହିଦ ହୋଇଥିବା ୨୯ ଜଣ ସଂଗ୍ରାମୀଙ୍କ ସ୍ମୃତିରେ ପ୍ରତିବର୍ଷ ସହିଦ ଶ୍ରଦ୍ଧାଞ୍ଜଳି ସଭା…

ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଅସହାୟ ପରିବାରକୁ ଆର୍ଥିକ ସହାୟତା

ଧର୍ମଶାଳା: ଧର୍ମଶାଳା ଅଞ୍ଚଳର ଅଭାବଗ୍ରସ୍ତ ଓ ଅସହାୟ ପରିବାରଙ୍କୁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ସମୟରେ ଆବଶ୍ୟକତା…

ବାରିଗାଁରେ ଚୋରା ମୋରମ ଉତ୍ତୋଳନ ଅଭିଯୋଗ

କେନ୍ଦୁଝର (ଓଡ଼ିଶ୍ରୀ ସମ୍ବାଦ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ଗ୍ରାମ ପଞ୍ଚାୟତର ବାରିଗାଁ ଅଞ୍ଚଳରେ ବେଆଇନ ଭାବେ ମୋରମ ଉତ୍ତୋଳନ ଓ ପରିବହନ ହେଉଥିବା ନେଇ…

ପାଇକେନ୍ଦୁମୁଣ୍ଡି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଡ୍ରେସ ବଣ୍ଟନ

ଜୟପାଟଣା (ଓଡ଼ିଶ୍ରୀ ସମ୍ବାଦ): ଜୟପାଟଣା ବ୍ଲକ ଅନ୍ତର୍ଗତ ପାଇକେନ୍ଦୁମୁଣ୍ଡି ସରକାରୀ ଉନ୍ନୀତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଡ୍ରେସ ବଣ୍ଟନ କରାଯାଇଛି। ମା’ ଧନଲକ୍ଷ୍ମୀ ଏସ୍‌ଏସ୍‌ଜି ଗ୍ରୁପ୍‌ ପକ୍ଷରୁ ଏହି…

ଚେକ୍‌ ବାଉନ୍ସ ମାମଲାରେ ଦୋଷୀଙ୍କୁ ୧ ବର୍ଷ ଜେଲ

ବଡ଼ଚଣା (ଓଡ଼ିଶ୍ରୀ ସମ୍ବାଦ): ଚେକ୍‌ ବାଉନ୍ସ ମାମଲାରେ ଚଣ୍ଡିଖୋଲସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ଜଣେ ଶିକ୍ଷକଙ୍କୁ ଦୋଷୀ ସାବ୍ୟସ୍ତ କରି ୧ ବର୍ଷ ଜେଲ…

ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶିକାଙ୍କ ନୂଆପଡ଼ା ଗସ୍ତ

ନୂଆପଡ଼ା: ସୂଚନା ଓ ଲୋକସମ୍ପର୍କ ବିଭାଗ, ଉତ୍ତରାଞ୍ଚଳ, ସମ୍ବଲପୁରର ଯୁଗ୍ମ ନିର୍ଦ୍ଦେଶିକା ତଥା ଅତିରିକ୍ତ ଉପନିର୍ଦ୍ଦେଶିକା ଶ୍ରୀମତୀ କଲ୍ୟାଣୀ ଦାଶ, OIS-I(SB), ଦିନିକିଆ ନୂଆପଡ଼ା ଗସ୍ତରେ ଆସି…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ

ବେଲଗୁଣ୍ଠା (ଓଡ଼ିଶ୍ରୀ ସମ୍ବାଦ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଉପାଧ୍ୟକ୍ଷା ପଦବୀ ପାଇଁ ଉପ-ନିର୍ବାଚନ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର ୱାର୍ଡର କାଉନସିଲର ପ୍ରିୟମ୍ବଦା…

ବୟସର ଅପରାହ୍ନରେ ଏବେ ବି ସକ୍ରିୟ ପଣ୍ଡିତ ରବୀନ୍ଦ୍ରନାଥ କର

ମାହାଙ୍ଗା (ଓଡ଼ିଶ୍ରୀ ସମ୍ବାଦ): ସରକାରୀ ନିୟମ ଅନୁଯାୟୀ ଚାକିରିରୁ ଅବସର ନେଇଥିଲେ ମଧ୍ୟ ନିଜ ମନ ଓ ଶରୀର ତାଙ୍କୁ ଅବସର ଦେଇନାହିଁ। ୭୫ ବର୍ଷ ବୟସରେ…

ଧାନମଣ୍ଡଳ କୋଣାର୍କ ଝୋଟକଳ ଏବେ ଭୂତକୋଠି

ବଡ଼ଚଣା (ଓଡ଼ିଶ୍ରୀ ସମ୍ବାଦ): ଚଣ୍ଡିଖୋଲ ନିକଟସ୍ଥ ଧାନମଣ୍ଡଳର ଐତିହାସିକ କୋଣାର୍କ ଝୋଟକଳ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଏକଦା ଯାଜପୁର ଜିଲ୍ଲାର ପ୍ରମୁଖ କୃଷିଭିତ୍ତିକ ଶିଳ୍ପ ଭାବେ…

‘ଜଗନ୍ନାଥ ଧାମ ଦର୍ଶନ’ ଯୋଜନାରେ ପୁରୀ ଗଲେ ୪୨ ଭକ୍ତ

ଜୟପାଟଣା (ଓଡ଼ିଶ୍ରୀ ସମ୍ବାଦ): ସରକାରଙ୍କ ‘ଜଗନ୍ନାଥ ଧାମ ଦର୍ଶନ’ ଯୋଜନା ଅଧୀନରେ ଜୟପାଟଣା ବ୍ଲକର ୪୨ ଜଣ ଭକ୍ତ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ପୁରୀ…