• Sun. Nov 8th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

Trending

ଚାନ୍ଦବାଲିରେ ହୋଟେଲ ଖାଦ୍ୟର ମାନ ଓ ସ୍ୱଚ୍ଛତାକୁ ନେଇ ଅଭିଯୋଗ

ଚାନ୍ଦବାଲି (ଓଡ଼ିଶ୍ରୀ ସମ୍ବାଦ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହୋଟେଲ, ଜଳଖିଆ ଦୋକାନ ଓ ରେଷ୍ଟୁରାଣ୍ଟଗୁଡ଼ିକରେ ଖାଦ୍ୟର ମାନ ଓ…

ବିଜ୍ଞାନ ଶିକ୍ଷକ ଗଙ୍ଗାଧର ସାହୁଙ୍କ ପରଲୋକ

ବଡ଼ଚଣା (ଓଡ଼ିଶ୍ରୀ ସମ୍ବାଦ): ବଡ଼ଚଣା ବ୍ଲକ ଅନ୍ତର୍ଗତ ଖଡ଼ିଅଙ୍ଗ ଗ୍ରାମର ଗଙ୍ଗାଧର ସାହୁ (୫୮)ଙ୍କର ଗତ ଶୁକ୍ରବାର ପରଲୋକ ହୋଇଯାଇଛି। ସେ ପାରିପଲାଇ ମା’ ମଙ୍ଗଳା ଉଚ୍ଚ…

ଭାଗବତ ଟୁଙ୍ଗୀରେ ଭାଗବତ ଜନ୍ମୋତ୍ସବ

କେନ୍ଦୁଝର (ଓଡ଼ିଶ୍ରୀ ସମ୍ବାଦ): କେନ୍ଦୁଝରଗଡ଼ ପୌରାଞ୍ଚଳ ଅନ୍ତର୍ଗତ ଭାଲୁକିପତଳା ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ମହାଦେବ ମନ୍ଦିର ପରିସରରେ ସ୍ଥାପିତ ଭାଲୁକିପତଳା ଶ୍ରୀ ବିହାର ଭାଗବତ ଟୁଙ୍ଗୀରେ ଭାଗବତ…

ପାଣିଘେରରେ ଜଳବନ୍ଦୀ ଲୋକଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

ବଡ଼ଚଣା (ଓଡ଼ିଶ୍ରୀ ସମ୍ବାଦ): ଲଘୁଚାପଜନିତ ଲଗାଣ ବର୍ଷାରେ ବଡ଼ଚଣା ବ୍ଲକ ଚରିନଙ୍ଗଳ ପଞ୍ଚାୟତ ଅନ୍ତର୍ଗତ ବାରବାଟୀ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ ହୋଇ ରହିଥିବା ଅଭିଯୋଗ…

ବାବେଜୁରୀ ଓ ଖରାଳି ଗାଁରେ ଗଜରାଜଙ୍କ ଉପଦ୍ରବ, ଭାଙ୍ଗିଲେ ଘର, ନଷ୍ଟ କଲେ ଫସଲ

ମୁରିବାହାଲ (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ବାବେଜୁରୀ ଓ ଖରାଳି ଗାଁରେ ବଣୁଆ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି…

ରାସ୍ତାରୁ ଉଠିଗଲା ପିଚୁ, ଖାଲଖମାରେ ହିନସ୍ତା ଲୋକେ

ରାଜକନିକା (ଓଡ଼ିଶ୍ରୀ ସମ୍ବାଦ): ପଟାମୁଣ୍ଡାଇ ପୂର୍ତ୍ତ ଉପବିଭାଗ ଅଧୀନ ରାଜକନିକା ସଦର ଗଞ୍ଜା ଗ୍ରାମର ତାରିଣୀ ଛକରୁ ଅଶୋକ ବଜାର ପର୍ଯ୍ୟନ୍ତ ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ।…

ମହାନଦୀ ବିହାରରେ ‘ମନ୍ କି ବାତ୍’ ଶୁଣିଲେ ବିଜେପି ନେତା ଓ ଅଞ୍ଚଳବାସୀ

କଟକ (ଓଡ଼ିଶ୍ରୀ ସମ୍ବାଦ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୩୮ତମ ସଂସ୍କରଣ ଅବସରରେ କଟକ-ଚୌଦ୍ୱାର ବିଜେପି ପକ୍ଷରୁ ମହାନଦୀ ବିହାର…

ଓଏମସି ପୁରୀ କୋଷ୍ଟାଲ ମାରାଥନ ପ୍ରୋମୋ ରନ୍ ସହ ମାଲକାନଗିରିରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ମାଲକାନଗିରି (ଓଡ଼ିଶ୍ରୀ ସମ୍ବାଦ): ସ୍ଥାନୀୟ ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ମାଲକାନଗିରିରେ ବିଶ୍ୱ ପର୍ଯ୍ୟଟନ ଦିବସ ଉତ୍ସାହର ସହ ପାଳିତ ହୋଇଛି। ଏହି ଅବସରରେ…

ରବିବାର କଟକ ଚା ଖଟିରେ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଉପରେ ଚର୍ଚ୍ଚା

କଟକ (ଓଡ଼ିଶ୍ରୀ ସମ୍ବାଦ): ରବିବାର କଟକ ସିଡିଏ-୯ ନମ୍ବର ଛକଠାରେ ‘କଟକ ଚା ଖଟି’ ଆୟୋଜିତ ହୋଇଥିଲା। ଏଥିରେ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ସହରର ବିଭିନ୍ନ…

ମାଗଣା ରନ୍ଧାଖାଦ୍ୟ ବିଲ୍‌ରେ ଅନିୟମିତତା ଅଭିଯୋଗ, ତଦନ୍ତ ଦାବି କଲେ ପୂର୍ବତନ ବିଧାୟିକା

ବରୀ (ଓଡ଼ିଶ୍ରୀ ସମ୍ବାଦ): ବରୀ ବ୍ଲକରେ ବନ୍ୟା ବିପନ୍ନଙ୍କୁ ଯୋଗାଇ ଦିଆଯାଇଥିବା ମାଗଣା ରନ୍ଧାଖାଦ୍ୟ ସମ୍ପର୍କିତ ବିଲ୍‌ରେ ଅନିୟମିତତା ହୋଇଥିବା ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି…